ରାଜଧାନୀକୁ ଆସୁଛନ୍ତି ଶହ ଶହ ପ୍ରବାସୀ:ବସ୍‌ରୁ ଓହ୍ଲାଇ ରାସ୍ତାରେ ବୁଲୁଛନ୍ତି

ଭୁବନେଶ୍ୱର: ପ୍ରତିଦିନ ଶହଶହ ପ୍ରବାସୀ ଶ୍ରମିକ ଓଡ଼ିଶା ଆସୁଛନ୍ତି ଓ ଓଡ଼ିଶା ହୋଇ ବାହାର ରାଜ୍ୟକୁ ଯାଉଛନ୍ତି। ରାଜ୍ୟ ସରକାର ଘୋଷଣା କରିଛନ୍ତି ଯେ, କୌଣସି ଶ୍ରମିକ ଚାଲି ଚାଲି ଯିବେନି। ସେଥିପାଇଁ ବସ୍‌ରେ ନିଆଯାଉଛି। କିନ୍ତୁ ଏହା ଏବେ ଜାତୀୟ ରାଜପଥ କଡ଼ରେ ରହୁଥିବା ଲୋକଙ୍କ ପାଇଁ ଚିନ୍ତା ପାଲଟିଛି। ଖାସ୍‌ କରି ରାଜଧାନୀ ପାଇଁ। ବାହାର ରାଜ୍ୟରୁ ବହୁ ବସ୍‌ରେ ପ୍ରବାସୀ ଶ୍ରମିକ ଆସୁଥିବାବେଳେ ସେମାନେ ଝାଡ଼ା, … Continue reading ରାଜଧାନୀକୁ ଆସୁଛନ୍ତି ଶହ ଶହ ପ୍ରବାସୀ:ବସ୍‌ରୁ ଓହ୍ଲାଇ ରାସ୍ତାରେ ବୁଲୁଛନ୍ତି